- Home
- ଗଦ୍ୟ - ଓଡିଆ ସାହିତ୍ୟ କଥା - ପ୍ରସ୍ତୁତି : ଓଡ଼ିଆ ସିଲାବସ କମିଟି
- Odia Sahitya Katha ଓଡିଆ ସାହିତ୍ୟ କଥା Class 9 Odia Chapter 15 Question and Answer
Last Updated: April 17, 2025
Odia Sahitya Katha ଓଡିଆ ସାହିତ୍ୟ କଥା Class 9 Odia Chapter 15 Question and Answer
Language: Odia
ଓଡିଆ ସାହିତ୍ୟ କଥା ୧. ମାଟିର ମହାକବି କିଏ ? କ) ବତ୍ସା ଦାସଖ) ସାରଳା ଦାସଗ) ଦନେଇ ଦାସଘ) ଜଗନ୍ନାଥ ଦାସ ଉ : ସାରଳା ଦାସ ୨. କବି ଜଗନ୍ନାଥ ଦାସଙ୍କୁ “ଅତିବଡ଼ୀ” ଉପାଧି କିଏ ଦେଇଥିଲେ ? କ) ଶ୍ରୀଚୈତନ୍ୟଖ) ରାଜା ପ୍ରତାପରୁଦ୍ରଦେବଗ) ଶ୍ରୀଜଗନ୍ନାଥଘ) ରାଜା କପିଳେନ୍ଦ୍ରଦେବ ଉ : ଶ୍ରୀଚୈତନ୍ୟ ୩. “ଲକ୍ଷ୍ମୀ ପୁରାଣ” କେଉଁ କବିଙ୍କର କୃତି ? କ) ସାରଳା ଦାସଖ) ଜଗନ୍ନାଥ ଦାସଗ) ବଳରାମ ଦାସଘ) ଅଚ୍ୟୁତାନନ୍ଦ ଦାସ ଉ : ବଳରାମ ଦାସ ୪. ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି “କ” ଆଦ୍ୟ ନିୟମରେ ରଚିତ ? କ) ନାମରତ୍ନ ଗୀତାଖ) ପ୍ରସ୍ତାବ ସିନ୍ଧୁଗ) ରସବିନୋଦଘ) ରସକଲ୍ଲୋଳ ଉ : ରସକଲ୍ଲୋଳ ୫. “ଲାବଣ୍ୟବତୀ” କେଉଁ ଧରଣର କାବ୍ୟ ? କ) ପୌରାଣିକଖ) କାଳ୍ପନିକଗ) ଐତିହାସିକଘ) ଭକ୍ତିମୂଳକ ଉ : କାଳ୍ପନିକ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!