Skip to content
ଅଧ୍ୟାୟ-4 ଖାଦ୍ୟ ସଂପଦର ଉନ୍ନତିକରଣ (ସେଟ୍-3)

ଅଧ୍ୟାୟ-4 ଖାଦ୍ୟ ସଂପଦର ଉନ୍ନତିକରଣ (ସେଟ୍-3)

Quiz Description

ସମାଧାନ କରନ୍ତୁ ଓଡିଆ ମାଧ୍ୟମ ଶ୍ରେଣୀ–୯ମ (ଜୀବ ବିଜ୍ଞାନ) ଚତୁର୍ଥ ଅଧ୍ୟାୟ “ଖାଦ୍ୟ ସଂପଦର ଉନ୍ନତିକରଣ” ବିଷୟର କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନପତ୍ର ସେଟ୍ ଗୁଡିକର ଏବଂ ଶୀଘ୍ର ଫଳାଫଳ ପାଆନ୍ତୁ | ଏହି ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ବି.ଏସ୍.ଇ ଓଡ଼ିଶା ବୋର୍ଡ, ଶ୍ରେଣୀ ଦଶମ ଜୀବ ବିଜ୍ଞାନ ବହି ଉପରେ ଆଧାରିତ | ସମାଧାନ ସହିତ ଏହି ଅନଲାଇନ୍ ପ୍ରଶ୍ନ ଉତ୍ତର ଅଭ୍ୟାସ ସେଟ୍ ଗୁଡିକ ଓଡିଆ ମିଡିୟମ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷଣ ପରୀକ୍ଷା କରିବା ସହିତ ଅଧ୍ୟାୟକୁ ଶୀଘ୍ର ସଂଶୋଧନ କରି ବିଷୟଟିକୁ ଭଲଭାବେ ବୁଝିବାରେ ଏବଂ ପରୀକ୍ଷାରେ ଅଧିକ ନମ୍ବର ରଖିବାରେ ସାହାଯ୍ୟ କରିବ | ଅଭ୍ୟାସ ସେଟ୍ ଗୁଡକ ସର୍ବଶେଷ ପାଠ୍ୟକ୍ରମ ଏବଂ ପରୀକ୍ଷା ଢାଞ୍ଚା ଅନୁଯାୟୀ ବିଷୟ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଏହି ପ୍ରଶ୍ନ ଉତ୍ତର ସେଟ୍ ସହଜ, ମଧ୍ୟମ ଏବଂ କଠିନ ତିନୋଟି ସ୍ତରରେ ଉପଲବ୍ଧ |

Sample questions from this test

Showing 3 of 10 questions. Subscribe to practise the full test and see your score.

  1. କେଉଁ କୁକୁଡ଼ାକୁ ମାଂସ ଉଦ୍ଦେଶ୍ୟରେ ପାଳନ କରାଯାଏ ନାହିଁ ?
  2. ବ୍ରଏଲର୍ କୁକୁଡ଼ା ଖାଦ୍ୟରେ କେଉଁ ଭିଟାମିନ ଅଧିକ ପରିମାଣରେ ରହିଥାଏ ?
  3. ଭାରତର ସମୁଦ୍ରତଟ ଅଞ୍ଚଳର ଦୈର୍ଘ୍ୟ ପ୍ରାୟ _____କି. ମି |

Ratings & Reviews

No reviews yet. Be the first to write one!