Skip to content

Last Updated: October 11, 2024

Brukhya Mahatmya ବୃକ୍ଷ ମାହାତ୍ମ୍ୟ Class 8 Odia Chapter 1

Brukhya Mahatmya ବୃକ୍ଷ ମାହାତ୍ମ୍ୟ Class 8 Odia Chapter 1

Language: Odia

Chapter -1 - ବୃକ୍ଷ ମାହାତ୍ମ୍ୟ ୧) ଆସ, କଥାବାର୍ତ୍ତା ହେବା | କ) ଓଡ଼ିଆ ଭାଗବତ ରଚୟିତା କିଏ ? ଉ : ଓଡ଼ିଆ ଭାଗବତର ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସ | ଖ) କବି ଜଗନ୍ନାଥ ଦାସ କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ? ଉ : କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧ ଓ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଅର୍ଥାତ୍ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ | ଗ) ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” କବିତାଟି ଅଣାଯାଇଛି ? ଉ : ଓଡ଼ିଆ ଭାଗବତର ଦଶମ ସ୍କନ୍ଧରୁ “ବୃକ୍ଷ ମାହାତ୍ମ୍ୟ” ଅଣାଯାଇଛି | ଘ) କେଉଁମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ ? ଉ : ଗୋପ ବାଳକମାନଙ୍କ ଆଗରେ ଶ୍ରୀକୃଷ୍ଣ ବୃକ୍ଷର ମହିମା କଥା କହୁଥିଲେ | ଙ) ଯମୁନା ବିଷୟରେ କ'ଣ କୁହାଯାଇଛି ? ଉ : ଯମୁନା…

This is a premium resource. Please upgrade your subscription to access this study guide.

Ratings & Reviews

No reviews yet. Be the first to write one!