- Home
- ଚତୁର୍ଥ ଅଧ୍ୟାୟ : ପରମାଣୁ ଗଠନ (Structure of the Atom)
- Paramanu Gathana (Structure of the Atom)ପରମାଣୁ ଗଠନ Class 9 Chapter 4 Question and Answer
Last Updated: December 21, 2024
Paramanu Gathana (Structure of the Atom)ପରମାଣୁ ଗଠନ Class 9 Chapter 4 Question and Answer
Language: Odia
ଚତୁର୍ଥ ଅଧ୍ୟାୟ – ପରମାଣୁ ଗଠନ 1. ଟମ୍ସନ୍ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ | ଉ : ଟମସନ୍ ଙ୍କ ପରମାଣୁ ମଡ଼େଲ ଅନୁସାରେ , ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ଏଥିରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁଆଡେ ଦୃଢ ଭାବରେ ସଂଯୁକ୍ତ ହୋଇ ରହିଥାଆନ୍ତି | ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥିବାରୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ | 2. ତିନୋଟି ଅବପରମାଣୁ କଣିକାର ନାମ ଲେଖ | ଉ : ତିନୋଟି ଅବପରମାଣୁ କଣିକାର ନାମ ହେଉଛି – ଇଲେକ୍ ଟ୍ରନ୍ , ପ୍ରୋଟନ୍ , ନିଉଟ୍ରନ୍ 3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 | ଏହି ପରମାଣୁର ନ୍ୟୁକ୍ଲିୟସ୍ରେ କେତୋଟି ନିଉଟ୍ରନ୍ ଅଛି ? ଉ : ପରମାଣୁ କ୍ରମାଙ୍କ =…
This is a premium resource. Please upgrade your subscription to access this study guide.
Ratings & Reviews
No reviews yet. Be the first to write one!