Skip to content
JNV-ଭାଷା ଓଡିଆ (2017)

JNV-ଭାଷା ଓଡିଆ (2017)

Quiz Description

Complete coverage of ଓଡିଆ section for Jawahar Navodaya Vidyalaya (JNV) Entrance Exam for getting admission in Class-6. This Quiz set contains JNV Previous year questions 2017 ଓଡିଆ section. Solve it to test your learning and get a quick revision.

Questions in this test

  1. ଡଲଫିନ୍ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ଜଳ ମଧ୍ୟରେ ନିଜର ପଥ ନିର୍ଦ୍ଦିଷ୍ଟ କରିବାରେ ସମର୍ଥ ହୋଇଥାଏ । ଏହାର କାରଣ ହେଲା :-
  2. ମୃତର ବିପରୀତାର୍ଥକ ଶବ୍ଦ ହେବ :-
  3. ଅନୁଚ୍ଛେଦଟିରେ ବ୍ୟବହୃତ ‘ପଥ ନିର୍ଦ୍ଦିଷ୍ଟ'ର ଅର୍ଥ ହେଲା
  4. ଡଲଫିନର ଶ୍ରବଣ ଶକ୍ତି ବିକାଶ ସମ୍ପର୍କରେ କେଉଁ କାରଣରୁ ଜଣା ପଡ଼ିଥାଏ ?
  5. ଏଇ ଅନୁଚ୍ଛେଦଟିର ଯଥାର୍ଥ ଶୀର୍ଷକ ହେବ ________|
  6. ଧୂସର ବର୍ଷର ଭାଲୁ କ’ଣ ଖାଏ ?
  7. ପ୍ରକୃତି ପେଙ୍ଗୁଇନ୍‌କୁ ଅତ୍ୟନ୍ତ ଶୀତ ଜଳବାୟୁରେ ଜୀବିତ ରଖିବାରେ କିପରି ସହାୟକ ହୋଇଥାଏ ?
  8. ଏହା ବଡ଼ ପଶୁଙ୍କୁ ମଧ୍ୟ ଶିକାର କରିପାରେ । କାରଣ
  9. ଭାଲୁ _____ଋତୁରେ ଘାସ, ପତ୍ର, ଚେର ଆଦି ଖାଇଥା'ନ୍ତି ।
  10. ସେମାନେ ପଥର ତଳୁ ବାହାର କରି ______ଖାଇ ନଥାନ୍ତି |
  11. “ସର୍ବଭକ୍ଷ” କାହାକୁ କୁହାଯାଏ ?
  12. “ପେଙ୍ଗୁଇନ୍ ନିଜର ଅଣ୍ଡାପ୍ରତି ଖୁବ୍ ସମର୍ପିତ ରହନ୍ତି " - ଏ ପ୍ରକାର ବକ୍ତବ୍ୟରେ ଲେଖକଙ୍କର ଉଦ୍ଦେଶ୍ୟ କ’ଣ ?
  13. ପେଙ୍ଗୁଇନ ମାନଙ୍କର ଘର ନଥାଏ । କାରଣ
  14. ଅନୁଚ୍ଛେବଟିରେ ବ୍ୟବହୃତ ‘ ବରଫାବୃତ' ଶବ୍ଦଟି କ'ଣ ସୂଚାଇ ଥାଏ ?
  15. ପେଙ୍ଗୁଇନ୍ ମାତା-ପିତା ଅନ୍ୟ ପଶୁଙ୍କଠାରୁ ଅଲଗା | କାରଣ :-
  16. ଏହି ଅନୁଚ୍ଛେଦଟିରେ ମୁଖ୍ୟତଃ କାହାର ବର୍ଣ୍ଣନା ଦିଆଯାଇଛି ?
  17. କାହାଣୀର ଆରମ୍ଭରେ କେଉଁ ଶବ୍ଦ ଲାଲ ଚନ୍ଦନ ବୃକ୍ଷର ମନର ଭାବକୁ ଠିକ ଭାବେ ପ୍ରକାଶ କରିଥାଏ ?
  18. ପକ୍ଷୀମାନେ ଖୁସୀ ହେଉଥିଲେ କାହିଁକି ?
  19. ଜଙ୍ଗଲର ସେଇ ବିଶାଳ ବୃକ୍ଷଟିର ନାମ ‘ଲାଲ ଚନ୍ଦନ କାହିଁକି ?
  20. ଜଙ୍ଗଲର ହରିଣମାନେ କେଉଁ କାରଣରୁ ଖୁସୀ ନଥିଲେ ?
  21. ରାମୁ କେଉଁଠାରେ ବାସ କରେ ?
  22. ରାମୁର ଜେଜେବାପା ଓ ବାପାଙ୍କର ବୃତ୍ତି କ’ଣ ?
  23. ବର୍ଷାଋତୁରେ ରାମୁ କ'ଣ କରେ ?
  24. ସ୍କୁଲ ଶେଷ ହେବାପରେ ରାମୁ କ’ଣ କରେ ?
  25. ରାତ୍ରୀ ଭୋଜନପରେ ରାମୁ ଓ ତା’ର ପରିବାର କ’ଣ ଖାଇଥା’ନ୍ତି ?

Ratings & Reviews

No reviews yet. Be the first to write one!