- Home
- LANGUAGE TEST-ODIA
- JNV-ଭାଷା ଓଡିଆ (2020)

JNV-ଭାଷା ଓଡିଆ (2020)
Quiz Description
Complete coverage of ଓଡିଆ section for Jawahar Navodaya Vidyalaya (JNV) Entrance Exam for getting admission in Class-6. This Quiz set contains JNV Previous year questions 2020 ଓଡିଆ section. Solve it to test your learning and get a quick revision.Questions in this test
- ଅଗ୍ନିଶମ କର୍ମଚାରୀ ବିଷୟରେ କେଉଁଟି ସତ୍ୟ ନୁହେଁ ?
- ଯେକୌଣସି ଅଗ୍ନିଶମକର୍ମଚାରୀଙ୍କୁ ନିଆଁ ନିଭାଇବା ପାଇଁ ପ୍ରସ୍ତୁତ ହେବାକୁ ପଡିଥାଏ |
- ଅଗ୍ନିଶମ କର୍ମଚାରୀ “ ନିଜ ଜୀବନକୁ ବିପଦରେ ପକାଇବା” ଅର୍ଥ ହେଉଛି :-
- “ହାତରେ ଚଳାଇବା” ଅର୍ଥ ହେଉଛି :-
- “ଘଟିତ ହେବା” ଅର୍ଥ _____ସହ ସମାନ |
- ଯଦି କେହି ବାସ୍ତବ ଶିକ୍ଷା ପାଇବାକୁ ଚାହୁଁଥାଏ, ତେବେ ସେଥିପାଇଁ _________କରିବା ମହତ୍ତ୍ୱପୂର୍ଣ୍ଣ ଅଟେ |
- ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁଟି “ମନୋରଞ୍ଜକ”ର ସମାର୍ଥବୋଧକ ?
- ପ୍ରାଚୀନ ଭାରତରେ ________ସ୍ଥାନ ଭ୍ରମଣକୁ ପବିତ୍ର ଭାବେ ବିବେଚନା କରାଯାଇଥାଏ |
- ଲୋକେ ଯଦି ଅଧିକ _______କରନ୍ତି, ତେବେ ସେମାନେ ଅନ୍ୟସହିତ ଏକତାର ଅନୁଭବ କରିପାରିବେ |
- କମ୍ ସଙ୍ଘାତ ଶକ୍ତିର ବ୍ୟାୟାମ ହେଉଛି ଯେ;
- ବିଜ୍ଞ ହେଉଛନ୍ତି ସେହିବ୍ୟକ୍ତି ଯିଏ _______ ଅଟନ୍ତି |
- ହେମା ବିଛଣା ଉପରେ ଗଡ଼ପଡ଼ ହେଇଥିଲା କାରଣ ସେ -
- ସେ କୌଣସି କପଡ଼ା ପିନ୍ଧି ପାରୁ ନଥିଲା କାରଣ :-
- ‘ସଂଗ୍ରହ’ ର ସମାର୍ଥକ ଶବ୍ଦ ହେଉଛି :-
- ହେମା ହେଉଛି-
- 'ଦାନକରିବା’ର ବିପରୀତ ଶବ୍ଦ ହେଉଛି :-
- ଏହି ଅନୁଚ୍ଛେଦଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମକୁ _______ର ଉପକାର ବିଷୟରେ ଜଣାଇବା |
- ଯେତେବେଳେ ଜଣେ ଲେଖକ “ ପରିବେଶ ପାଇଁ ସାଇକେଲ ଚାଳନା ଉତ୍ତମ” ବୋଲି କହୁଛନ୍ତି, ତା’ହେଲେ ଏଥିମଧ୍ୟରୁ କେଉଁଟି ସତ୍ୟ ନୁହେଁ ?
- ‘ ନିଷ୍କ୍ରିୟ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କେଉଁଟି ?
- ନିୟମିତ ସାଇକେଲ ଚାଳନା ଆମକୁ ସବୁପ୍ରକାର ସାହାଯ୍ୟ କରିଥାଏ, କେବଳ ଗୋଟିଏକୁ ଛାଡ଼ି;
Ratings & Reviews
No reviews yet. Be the first to write one!