- Home
- LANGUAGE TEST-ODIA
- JNV-ଭାଷା ଓଡିଆ (2019)

JNV-ଭାଷା ଓଡିଆ (2019)
Quiz Description
Complete coverage of ଓଡିଆ section for Jawahar Navodaya Vidyalaya (JNV) Entrance Exam for getting admission in Class-6. This Quiz set contains JNV Previous year questions 2019 ଓଡିଆ section. Solve it to test your learning and get a quick revision.Questions in this test
- ପବିତ୍ର ସ୍ଥଳଗୁଡ଼ିକୁ ଧାର୍ମିକ ବ୍ୟକ୍ତି, ସୌନ୍ଦର୍ଯ୍ୟପ୍ରେମୀଙ୍କ ସହିତ ଆଉ କିଏ ଆସିଥାନ୍ତି ?
- ସାଧାରଣତଃ ସମାର୍ଥବାଚକ ଶବ୍ଦଟି କ’ଣ ?
- ଯେଉଁ ସ୍ଥଳରେ ଦୁଇ ବା ଅଧିକ ନଦୀର ସଂଯୋଗ ହୋଇଥାଏ ତାକୁ ‘ପବିତ୍ର’ ମନେ କରାଯାଏ। ଏଠାରେ ‘ପବିତ୍ର’ର ବିପରୀତାର୍ଥକ ଶବ୍ଦଟି କ’ଣ ?
- ତୀର୍ଥଯାତ୍ରୀମାନେ ଗଙ୍ଗାକୁ ସ୍ନାନ କରିବା ପାଇଁ ଆସନ୍ତା କାରଣ ଏହାର ଜଳ
- ଲୋକମାନେ ତୀର୍ଥଯାତ୍ରାରେ ଯାଆନ୍ତି, କାରଣ ସେମାନେ
- _______ ଚୁଇଙ୍ଗମ୍ ଆବିଷ୍କାର କରିଥିଲେ।
- ଚିକେଲ୍ ସଂଗ୍ରହ କରୁଥିବା ଶ୍ରମିକଙ୍କୁ _______ କୁହାଯାଏ|
- ଚିକେଲ୍ ଖଣ୍ଡ କେଉଁଠାକୁ ପଠାଯାଏ ?
- ବିଭିନ୍ନ ପ୍ରକାରର ସାମଗ୍ରୀର ମିଶ୍ରଣ କେବଳ ଗୋଟିକୁ ଛାଡ଼ି ଅନ୍ୟ ସମସ୍ତ ଅବସ୍ଥାକୁ ଚିକେଲ୍କୁ ଆଣିବାପାଇଁ କରାଯାଇଥାଏ। ତାହା ହେଲା–
- ଏଇ ଅନୁଚ୍ଛେଦରେ ଉପଯୁକ୍ତ ଶୀର୍ଷକ ହେବ
- ଔଷଧାଳୟ ଏକ
- ଲିମ୍ବ ଗଛର କେଉଁ ଅଂଶ ଚାଷୀ ବ୍ୟବହାର କରିଥାନ୍ତି ।
- ଏଥୁମଧ୍ୟରୁ କେଉଁଟି “ଉପଯୁକ୍ତ”ର ପର୍ଯ୍ୟାୟବାଚୀ ନୁହେଁ ?
- ଅନୁଚ୍ଛେଦରେ ବ୍ୟବହୃତ ‘କୀଟ’ ଶବ୍ଦର ଅର୍ଥ
- ଗ୍ରାମାଞ୍ଚଳରେ ଲିମ୍ବଗଛର _______ କୁ ଦାନ୍ତ ବ୍ରଶ୍ ଭାବରେ ବ୍ୟବହାର କରାଯାଇଥାଏ ।
- ଜନ୍ମଦିନରେ ଅଜିତ୍ ପାଇଁ ସବୁଠାରୁ ଭଲ ଉପହାର କ’ଣ ଥିଲା ?
- ଅଜିତ୍ ନିଦରୁ ଉଠିଯିବା ପରେ ସଙ୍ଗେ ସଙ୍ଗେ:--
- ପ୍ରଥମେ କେତୋଟି ଗୋଲାପ କଢ ଦେଖା ଦେଇଥିଲା ?
- ଅଜିତ୍ ର ପ୍ରଥମ ଦୁଇଟି ଗୋଲାପ ଫୁଲକୁ କାହାକୁ ଉପହାର ଭାବରେ ଦେଇଥିଲା ?
- ରୋମାଞ୍ଚିତ ଶବ୍ଦର ଅର୍ଥ ଏଠାରେ ହେବ
Ratings & Reviews
No reviews yet. Be the first to write one!