Skip to content
JNV-ଭାଷା ଓଡିଆ (2018)

JNV-ଭାଷା ଓଡିଆ (2018)

Quiz Description

Complete coverage of ଓଡିଆ section for Jawahar Navodaya Vidyalaya (JNV) Entrance Exam for getting admission in Class-6. This Quiz set contains JNV Previous year questions 2018 ଓଡିଆ section. Solve it to test your learning and get a quick revision.

Questions in this test

  1. ପ୍ରଥମେ କ'ଣ ହେଲା ?
  2. ପରିଷ୍କାର ର ବିପରୀତାର୍ଥକ ଶବ୍ଦଟି ହେବ
  3. ପ୍ରଥମ ରୋବଟ୍ କେବେ ତିଆରି ହୋଇଥିଲା ?
  4. ନଦୀଗୁଡ଼ିକ ଦୂଷିତ ହୋଇଥା’ନ୍ତି କିପରି ?
  5. ଲୋକମାନେ ନଦୀରୁ ମାଛ ଖାଇଥିଲେ । କାରଣ -
  6. ଏଥି ମଧ୍ୟରୁ କେଉଁ ଉକ୍ତିଟି ଠିକ୍?
  7. ଅନୁଚ୍ଛେଦରୁ ଏପରି ଏକ ଶବ୍ଦ ବାହାର କର ଯାହାର ଅର୍ଥ “ ନୂଆ କିଛି ବାହାର କରିବାକୁ” ବୁଝାଇବ ?
  8. ଏଥି ମଧ୍ୟରୁ କେଉଁ ଶବ୍ଦର ବିପରୀତାର୍ଥକ ଶବ୍ଦ ହେବ“ ବିପଦଶଙ୍କୁଳ” ?
  9. ପ୍ରଥମ ରୋବଟର ନାମ କ’ଣ ଥିଲା ?
  10. ପ୍ରଥମ ରୋବଟ୍ କେଉଁ କାର୍ଯ୍ୟରେ ଲାଗିଥିଲା ?
  11. “ଆବେଗ” ଶବ୍ଦର ଅର୍ଥ କ'ଣ ?
  12. ମା ଯେ ରୋଷେଇ କରିବା ପସନ୍ଦ କରୁଥିଲେ, ଏହା ଆମେ କିପରି ଜାଣିବା ?
  13. ମା ତାଙ୍କର ସନ୍ତାନ ଖୁବ୍ ପରିଷ୍କାର ରହିବା ଚାହାନ୍ତି | କାରଣ -
  14. ଗାଧୋଇବା ପରେ ପିଲାଟି କ'ଣ କରେ ନାହିଁ ?
  15. ପଡ଼ୋଶୀ କେଉଁ ବିଷୟରେ କଥାବାର୍ତ୍ତା କରୁଥିଲେ ?
  16. ଏଥିମଧ୍ୟରୁ କେଉଁ ଶବ୍ଦରୁ “ଦସ୍ତା” ଅର୍ଥ ପ୍ରକାଶ ପାଇଥାଏ ?
  17. ପିଲାମାନେ ବଜାରରେ କଣ କରିଥା'ନ୍ତି ?
  18. ବଜାର ବସୁଥିବା ଦିନଟି ଚାଷୀମାନଙ୍କ ପାଇଁ ଖୁବ୍ ଭଲ ଦିନ ବୋଲି କାହିଁକି କୁହାଯାଇଛି ?
  19. ଚାଷୀମାନେ ପନିପରିବା ଓ ଶସ୍ୟ ବଜାରକୁ କିପରି ନେଇଥା'ନ୍ତି ?
  20. ଚାଷୀ ବଜାରକୁ କ'ଣ ନେଇ ଯାଇଥାନ୍ତି ?
  21. “ ଆଦେଶ ” ଶବ୍ଦ ଏଠାରେ କେଉଁ ଅର୍ଥ ପ୍ରକାଶ କରିଥାଏ ।
  22. ତାଲୁକା ଅଫିସ୍ ଘଣ୍ଟାରେ ନଅ ବାଜିଲେ ସ୍ଵାମିକୁ କ’ଣ କରିବାକୁ ପଡ଼ିଥାଏ ?
  23. ବାପାଙ୍କ ସ୍ଵଭାବ ଯେ ବଦଳୁଛି, ଏ କଥା ସ୍ଵାମି କେବେ ଅନୁଭବ କଲା ?
  24. ତା’ର ପିତାଙ୍କର କେଉଁ ପ୍ରକାରର ପରିବର୍ତ୍ତନ ଆସିଥିଲା ?
  25. ମାଙ୍କ ପଛେ ପଛେ ଗଲେ ସ୍ଵାମିଙ୍କୁ ଧରି କେଉଁଠାକୁ ପଠାଇ ଦେଇଥିଲେ ?

Ratings & Reviews

No reviews yet. Be the first to write one!